04/03/2026
Registration Link: https://forms.gle/S6gM8A5uUXX5sMMy6
"Paradeep Phosphate Limited" Physical placement drive on 07.03.2026 (Saturday) at District Skill Development-cum-Employment Office, Back side of new bus stand, Jogadhari, beside DIC Office, Jagatsinghpur.
NB: Only candidates from Jagatsinghpur district need to apply.
ଜଗତସିଂହପୁର ଜିଲ୍ଲା ରେ “ପାରାଦୀପ ଫସଫେଟ୍ ଲିମିଟେଡ଼” କମ୍ପାନୀ ତରଫରୁ ପୁରୁଷ ଏବଂ ମହିଳା ପ୍ରାର୍ଥୀ ମାନଙ୍କ ପାଇଁ ଏକ ସାକ୍ଷାତକାର ଜିଲ୍ଲା ଦକ୍ଷତା ବିକାଶ-ତଥା-ନିୟୋଜନ କାର୍ଯ୍ୟାଳୟ ଠାରେ ଆସନ୍ତା ତା ୦୭.୦୩.୨୦୨୬ ରିଖ ଦିନ ସକାଳ ୧୦:୦୦ ଘଟିକା ବ୍ୟବସ୍ଥା କରା ଯାଇଅଛି | ଯେଉଁ ପ୍ରାର୍ଥୀ ଏବଂ ପ୍ରାର୍ଥୀନୀ ମାନେ ଏହି କମ୍ପାନୀରେ apprentice ପାଇଁ ଯୋଗ ଦେବାକୁ ଇଛୁକ ସେମାନେ ଦକ୍ଷତା ବିକାଶ-ତଥା-ନିୟୋଜନ କାର୍ଯ୍ୟାଳୟ, ଜଗତସିଂହପୁର କୁ ଆସି ଏହାର ସୁଯୋଗ ନେବାକୁ ଅନୁରୋଧ |
Documents Required: Updated CV, Original & Xerox documents of your qualification, one passport photo, Aadhar Card Xerox
ଏ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପାଇଁ ଯୋଗାଯଗ ଦୁରାଭାସ ନମ୍ବର -୬୩୭୧୫୧୩୩୦୩
ସୌଜନ୍ୟ:- ଜିଲ୍ଲା ଦକ୍ଷତା ବିକାଶ-ତଥା-ନିୟୋଜନ କାର୍ଯ୍ୟାଳୟ, ଜଗତସିଂହପୁର