04/02/2026
📢 ଚାକିରି ସୁଯୋଗ – Senior Machine Operator
ଆବଶ୍ୟକତା:
ଅନୁଭବୀ Senior Machine Operator ଆବଶ୍ୟକ ।
SNLS, Overlock, Chain Stitch, Bar Tack, Kansai ଇତ୍ୟାଦିରୁ କମ୍ ରେ କମ୍ 3ଟି କାମରେ ଦକ୍ଷତା ଥିବା ଦରକାର ।
କାମର ଦାୟିତ୍ୱ:
• ଉଚ୍ଚ ଗୁଣବତ୍ତା ସହିତ ଦ୍ରୁତ ଓ ସଠିକ୍ ସିଲାଇ
• Production target ଏବଂ quality standard ଅନୁସରଣ
• ନୂଆ style change ରେ ସହଯୋଗ
• Junior operator ମାନଙ୍କୁ ଗାଇଡ୍ କରିବା
ଯୋଗ୍ୟତା:
• 5–8 ବର୍ଷ garment factory ଅନୁଭବ (Trouser / Shirt)
• Fast-paced କାମ କରିବାର କ୍ଷମତା
👉 ଆଗ୍ରହୀ ଥିଲେ whats app re message କରନ୍ତୁ କିମ୍ବା ଯୋଗ୍ୟ ବ୍ୟକ୍ତିଙ୍କୁ share କରନ୍ତୁ।