Odisha Govt Job

Odisha Govt Job Odisha Govt. Latest Job information

09/01/2026

29/12/2025

12/11/2025

Trump says India has ‘largely stopped’ buying Russian oil, hints at visiting the country next year

 OdishaMohan Charan Majhi
10/11/2025

OdishaMohan Charan Majhi

Dist. Constable, OISF Aspirant Ready 👮👮‍♀
24/10/2025

Dist. Constable, OISF Aspirant Ready 👮👮‍♀

ପୋଲିସ SI ସ୍କାମ୍‌; ତଦନ୍ତ ପାଇଁ CBIକୁ ହସ୍ତାନ୍ତର-CBIକୁ ହସ୍ତାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି-ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ...
22/10/2025

ପୋଲିସ SI ସ୍କାମ୍‌; ତଦନ୍ତ ପାଇଁ CBIକୁ ହସ୍ତାନ୍ତର
-CBIକୁ ହସ୍ତାନ୍ତର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି
-ଦୁର୍ନୀତିରେ ଆନ୍ତଃରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ସନ୍ଦେହ
-ଏସବୁକୁ ଦୃଷ୍ଟିରେ ରଖି ଦୁର୍ନୀତିର ସଂପୂର୍ଣ୍ଣ ପର୍ଦ୍ଦାଫାସ୍ ପାଇଁ CBIକୁ ହସ୍ତାନ୍ତର
-ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି
-ଏକ ସ୍ଥାୟୀ ଆୟୋଗ ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାର ବିଚାର କରୁଛନ୍ତି
-ପୋଲିସ ଓ ଅନ୍ୟାନ୍ୟ ପୋଷାକଧାରୀ କର୍ମଚାରୀ ଚୟନ ପାଇଁ ହେବ ସ୍ଥାୟୀ ଆୟୋଗ

15/10/2025

2025 Starting ରୁ News ରେ ଥିବା ଚାକିରୀ 2025 last ପର୍ଯ୍ୟନ୍ତ Advertisements ହେଇନି

⭐OCGL
⭐PEO & JA
⭐DEO
⭐VAW
⭐HEW
⭐RI, ARI, AMIN, Superviser, LI(2nd Phase )
⭐Excise Constable
⭐Communication Constable
⭐Jail Warder
⭐Dist. Constable
⭐Teacher Recruitment
⭐Etc, Etc

⚠||𝙿𝙾𝚂𝚃𝙿𝙾𝙽𝙴𝙳 || 𝙲𝙾𝚄𝚁𝚃𝙲𝙰𝚂𝙴 || 𝙳𝙴𝙻𝙰𝚈 || 𝙲𝙾𝚁𝚁𝚄𝙿𝚃𝙸𝙾𝙽
CMO Odisha Suryabanshi Suraj Mohan Charan Majhi

ଟଙ୍କା ଦେଇ କୋଚିଂ ନିଅ ଏବଂ ଟଙ୍କା ଦେଇ ଚାକିରି ବି ନିଅ.... ଗରିବ ପିଲା ଚାକିରି କରି କଣ କରିବେ... ବଡ ବାବୁ ଙ୍କ ପୁଅ ଝିଅ ଚାକିରି କରି ବାବୁ...
11/10/2025

ଟଙ୍କା ଦେଇ କୋଚିଂ ନିଅ ଏବଂ ଟଙ୍କା ଦେଇ ଚାକିରି ବି ନିଅ....

ଗରିବ ପିଲା ଚାକିରି କରି କଣ କରିବେ... ବଡ ବାବୁ ଙ୍କ ପୁଅ ଝିଅ ଚାକିରି କରି ବାବୁ ହେବେ ସବୁ ମୁଣ୍ଡେଇରଖିବେ.... ଗରିବ ତ ଭକୁଆ 😔

CMO Odisha

06/10/2025

Cuttack Police Commissioner Suresh Debadutta Singh has shared crucial details:

False rumors were deliberately spread claiming a death during the violence which was completely untrue.

VHP organised a bike rally without police permission and when stopped, its members pelted stones at the police. Several officers were seriously injured and around 25 people were hurt in total.

must investigate the people who are planning to create communal tensions in our peaceful state.

ଓଡ଼ିଶାରେ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ସମ୍ପର୍କରେ ଦୁର୍ନୀତିର ଅଭିଯୋଗ ଉଠିଥିବାରୁ ସମାଜରେ ଅସନ୍ତୋଷ ସୃଷ୍ଟି ହୋଇଛି। ପରୀକ୍ଷାରେ ଯୋଗ...
04/10/2025

ଓଡ଼ିଶାରେ ସବ୍-ଇନ୍ସପେକ୍ଟର ନିଯୁକ୍ତି ପରୀକ୍ଷା ସମ୍ପର୍କରେ ଦୁର୍ନୀତିର ଅଭିଯୋଗ ଉଠିଥିବାରୁ ସମାଜରେ ଅସନ୍ତୋଷ ସୃଷ୍ଟି ହୋଇଛି। ପରୀକ୍ଷାରେ ଯୋଗ୍ୟ ପ୍ରାର୍ଥୀମାନେ ନ୍ୟାୟସଙ୍ଗତ ସୁଯୋଗ ପାଇବାକୁ ବଞ୍ଚିତ ହେଉଥିବାବେଳେ, ଟଙ୍କା, ପରିଚୟ ଓ ପ୍ରଭାବର ଆଧାରରେ କେତେକ ଲୋକଙ୍କୁ ଅଗ୍ରଗତି ମିଳୁଥିବା କଥା ଚର୍ଚ୍ଚିତ।

ଏହି ପ୍ରକାରର ଦୁର୍ନୀତି କେବଳ ଯୁବମାନଙ୍କ ଆସ୍ଥାକୁ କ୍ଷତିଗ୍ରସ୍ତ କରୁନାହିଁ, ବରଂ ରାଜ୍ୟର ପୋଲିସ ପ୍ରଣାଳୀକୁ ମଧ୍ୟ ଦୁର୍ବଳ କରୁଛି। ଯଦି ଅଯୋଗ୍ୟ ଲୋକମାନେ ନିଯୁକ୍ତ ହେବେ, ତେବେ ଆଇନ-ଶୃଙ୍ଖଳା ବ୍ୟବସ୍ଥାରେ ଅସନ୍ତୁଳନ ସୃଷ୍ଟି ହେବା ସ୍ବାଭାବିକ।

ସରକାରଙ୍କୁ ଏହି ପ୍ରସଙ୍ଗରେ କଠୋର ପଦକ୍ଷେପ ନେବା ଆବଶ୍ୟକ। ନିଯୁକ୍ତି ପ୍ରକ୍ରିୟାକୁ ପ୍ରଶସ୍ତ, ପରିଷ୍କାର ଏବଂ ନିଷ୍ପକ୍ଷ କରିବାକୁ ଲାଗିବ। ଯୁବମାନେ ସତ୍ୟ, ପରିଶ୍ରମ ଓ କ୍ଷମତା ଆଧାରରେ ସୁଯୋଗ ପାଇଲେ ମାତ୍ରେ ରାଜ୍ୟରେ ନ୍ୟାୟପାଳନ ସୁଦୃଢ଼ ହୋଇପାରିବ।

Address

Bhubaneswar
752054

Website

Alerts

Be the first to know and let us send you an email when Odisha Govt Job posts news and promotions. Your email address will not be used for any other purpose, and you can unsubscribe at any time.

Share

Category